عرض المشاركات من يناير, 2025

ନିଖିଳ ଓଡ଼ିଶା ଜୀବିକାମିଶନ ଇସି ସଂଘ ନୀଳଗିରି ପକ୍ଷରୁ ମିଶନଶକ୍ତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ।

ନିଖିଳ ଓଡ଼ିଶା ଜୀବିକାମିଶନ ଇସି ସଂଘ ନୀଳଗିରି ପକ୍ଷରୁ ମିଶନଶକ୍ତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ। ନୀଳଗିରି,୨…

ମହାକୁମ୍ଭ ମେଳାରେ ବଡ ଅଘଟଣ

ମହାକୁମ୍ଭ ମେଳାରେ ବଡ ଅଘଟଣ  ଓଡ଼ିଶା ଆଦର୍ଶ ବ୍ୟୁରୋ: ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନସାମାଗମ …

ବାଲିଗୁଡାରେ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର, ଏ ପର୍ଯ୍ୟନ୍ତ ମିଳିପାରିନି ପରିଚୟ । ବାଲିଗୁଡା ୪/୧/୨୫ ସନ୍ଦୀପ କୁମାର ନାୟକ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଅଜଣା ବ୍ୟକ୍ତିର ମୃତଦେହ, ଏ ପର୍ଯ୍ୟନ୍ତ ମିଳିପାରିନି ମୃତକଙ୍କ ପରିଚୟ। ସୂଚନା ଅନୁଯାୟୀ ଗତକାଲି ବାଲିଗୁଡା ୫୯ ନଂ ଜାତୀୟ ରାଜପଥ ବାଟଗୁଡା ପଞ୍ଚାୟତ ମିଡିଆପାଙ୍ଗା ପିଚୁ ପ୍ଲାଣ୍ଟ ପାଖରେ ଏକ ଯୁବକ ରାସ୍ତା କଡରେ ପଡିରହିଥିବା ଦେଖି ବାଲିଗୁଡାର ଜଣାଶୁଣା ସମାଜସେବୀ ଅରୁଣ କୁମାର ନାୟକ, ବାଟଗୁଡା ସରପଞ୍ଚ ପ୍ରତାପ ମଲ୍ଲିକ ଯୁବକଙ୍କୁ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିଛି ସମୟ ପରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଅରୁଣ କୁମାର ନାୟକ ଏବଂ ବାଟଗୁଡା ସରପଞ୍ଚ ଏହି ସମସ୍ତ ଘଟଣା ବାଲିଗୁଡା ଥାନାକୁ ଯାଇ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କୁ ଜଣେଇଥିଲେ। ବାଲିଗୁଡା ଥାନାରେ କେଶ ନଂ ୩/୨୫ ୟୁ/ ଏସ ୨୦ (ଏ) ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ।ଏ ପର୍ଯ୍ୟନ୍ତ ସେହି ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଯଦି କେହି ସହୃଦୟ ବ୍ୟକ୍ତି ଏହି ମୃତ ଯୁବକଙ୍କ ପରିଚୟ ପାଆନ୍ତି ତେବେ ବାଲିଗୁଡା ଥାନା କୁ ଜଣେଇବା ନିମନ୍ତେ ଅନୁରୋଧ।

ବାଲିଗୁଡାରେ ଅଜଣା ବ୍ୟକ୍ତିର ମୃତଦେହ,  ଏ ପର୍ଯ୍ୟନ୍ତ  ମିଳିପାରିନି ପରିଚୟ । ବାଲିଗୁଡା,୪/୧/୨୫ (ସନ୍ଦୀପ କୁମାର ନ…

تحميل المزيد من المشاركات لم يتم العثور على أي نتائج