Header ADS

ଶିକ୍ଷକ ଅଭାବି ଦାବି ପୂରଣ ଦାବିରେ ସ୍କୁଲ ରେ ପଡ଼ିଲା ତାଲା

 


ରେମୁଣା/୦୯/୦୧/୨୩ (ବସନ୍ତ ମହାନ୍ତି):- ଶିକ୍ଷକ ଅଭାବି ଦାବିରେ ସରକାରୀ ଦିଖାପଦା ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମ ବାସୀ ତଥା ଛାତ୍ର ଛାତ୍ରୀଙ୍କ ତରଫରୁ ୦୯ ତାରିଖ ସମବାର ଠାରୁ ଦାବୀ ପୂରଣ ପାଈଁ ବିଦ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ବନ୍ଧ ଗଣଧାରଣା ଦେଇଥିବା ଦେଖିବାକୁ ମିଳିଛି।

ବିଦ୍ୟାଳୟ ଖଲିବାକୁ ୦୯.୩୦ ମିନିଟ ସମୟରେ ରେ ପ୍ରଧାନ ଶିକ୍ଷୟତ୍ରୀ ରାଇମଣି ମୁର୍ମୁ ବିଦ୍ୟାଳୟକୁ ଆସିଥିଲେ କିନ୍ତୁ ବିଦ୍ୟାଳୟକୁ ପଶିବାକୁ ମନା କରିଥିଲେ ଧାରଣାକରୀ।

ତେବେ ପ୍ରଧାନ ଶିକ୍ଷୟତ୍ରୀ ସି. ଆର. ସି ନିବେଦିତା ନାୟକ୍ ଏବଂ ରେମୁଣା ବି.ଓ କାଳନ୍ଦ୍ରି ସରେନ କୁ ଯୋଗା ଯୋଗ କରିଥିବା କହିଛନ୍ତି।


Post a Comment

أحدث أقدم
Header ADS