Header ADS

ପ୍ରଥମ ପର୍ଯ୍ୟାୟରେ ୧୦୦ଟି 5G ଟାୱାର ର ହେଲା ଶୁଭଉଦ୍ଘଟନ

 


ଭୁନେଶ୍ବର /05/01/23 (ଓଡିଶା ଆଦର୍ଶ ଲାଇଭ)

ଓଡିଶା ରେ ଆରମ୍ଭ ହେଲା 5G ସେବା।  ଭୁବନେଶ୍ବର ଓ କଟକ ରେ ଆରମ୍ଭ ହେଲା 5G ସେବା। ଭୁବନେଶ୍ଵର ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି 5G ନେଟୱର୍କ କୁ ଉଦ୍ଘାଟନ କରିଛନ୍ତି।


ଓଡ଼ିଶା ପାଇଁ 5000 5G ଟାୱାର ବସିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଅଶ୍ଵିନୀ ବୈଷ୍ଣବ। 4G ତୁଳନାରେ ୧୦୦ ଗୁଣା ଅଧିକ ସ୍ପିଡ୍ ହେବ 5G।


ଏୟାରଟେଲ ଓ ଜିଓ କମ୍ପାନୀ ଏହି 5G ସେବା ଯୋଗାଉଛନ୍ତି।ଆଗକୁ ଏହି 5G ସେବା ଅନ୍ୟ ସହର ଏବଂ ଗ୍ରାମାଞ୍ଚଳ କୁ ପହଞ୍ଚିବ।ଶିକ୍ଷା କ୍ଷେତ୍ର ରେ ଏହି 5G ସେବା ବେଶ ସଫଳ ହେବ ।


Post a Comment

أحدث أقدم
Header ADS