Header ADS

ନୀଳଗିରି ସ୍ଵର୍ଣ୍ଣଚୁଡ଼ ପାହାଡ଼ରେ ଝାଡ଼ଖଣ୍ଡ ଦନ୍ତା

 ନୀଳଗିରି ସ୍ଵର୍ଣ୍ଣଚୁଡ଼ ପାହାଡ଼ରେ ଝାଡ଼ଖଣ୍ଡ ଦନ୍ତା 



ନୀଳଗିରି,୨୩/୩(ମିଏସ): ଆଜି ସନ୍ଧ୍ୟାରେ ନୀଳଗିରି ସହର ପାର୍ଶ୍ଵ ସ୍ଵର୍ଣ୍ଣଚୁଡ଼ ପାହାଡ଼ ମଧ୍ୟକୁ ଦୁଇଟି ଝାଡ଼ଖଣ୍ଡ ଅଞ୍ଚଳରୁ ଦନ୍ତା ହାତୀ ପଶି ଆସିଥିବା ବନବିଭାଗ ଜାଣିବାକୁ ପାଇବା ପରେ ଡ଼ାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଇଛି। ସ୍ୱର୍ଣ୍ଣଚୁଡ ପାହାଡ଼ ନିକଟ ଜନ ସାଧାରଣ ଙ୍କୁ ରାତିରେ ବାହାରକୁ ଏକୁଟିଆ ବାହାରିବାକୁ ମନା କରାଯାଇଛି। ସହର ସାରା ବନବିଭାଗ ପକ୍ଷରୁ ଏହି ପ୍ରଚାର କରାଯିବା ସହିତ ବନବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ କରାଯାଇ ଦନ୍ତା ହାତୀ ଉପରେ ନଜର ରଖିଛି। ତେବେ ଏହି ପେଟ୍ରୋଲିଙ୍ଗ ରେ ନୀଳଗିରି ବନବିଭାଗ ପକ୍ଷରୁ ସମସ୍ତ କର୍ମଚାରୀ ନିୟୋଜିତ ଥିବା ଦେଖିବାକୁ ମିଳିଛି।

Post a Comment

أحدث أقدم
Header ADS