Header ADS

ଜଙ୍ଗଲୀଜନ୍ତୁଙ୍କ ଦେହାବଶେଷ ଉଦ୍ଧାର। ଦୁଇ ଶିକାରୀ ଗିରଫ ସହ କୋର୍ଟଚାଲାଣ।

 ଜଙ୍ଗଲୀଜନ୍ତୁଙ୍କ ଦେହାବଶେଷ ଉଦ୍ଧାର। 

ଦୁଇ ଶିକାରୀ ଗିରଫ ସହ କୋର୍ଟଚାଲାଣ।



ନୀଳଗିରି ,୩/୨(ଓଡ଼ିଶା ଆଦର୍ଶ):କୁଳଡିହା ବନବିଭାଗ ଦ୍ୱାରା ବାରମ୍ବାର ଚଢ଼ାଉ ଜାରିରହିଥିବା ବେଳେ ଅଧିକାଂଶ ସମୟରେ ଶିକାରୀ ଧରାପଡ଼ିବା ଏବଂ ଗିରଫହେବା ସାମ୍ନାକୁ ଆସିଛି। ଗତ ଜାନୁଆରୀ ୨୨ତାରିଖ ୧୭କେ ୨୦୨୫/୨୬ ଅନୁଯାୟୀ ପୁଣି ଦୁଇଶିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ସେମାନଙ୍କ ନିକଟରୁ ଗୋଟିଏ ହରିଣ ଶିଙ୍ଗ,ଜଙ୍ଗଲି ବାରହା ର ୪ଟିଦାନ୍ତ, ଦୁଇଟି ମୋବାଇଲ ଏବଂ ଗୋଟିଏ ଜୀବନ୍ତ ପକ୍ଷୀ ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ମୋଟ ୫ଜଣକୁ ଗିରଫ କରାଯାଇଥିବା କୁଲଡ଼ିହା ରେଞ୍ଜଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି।

Post a Comment

Previous Post Next Post
Header ADS