ନୀଳଗିରି,୧୭/୮(ଓଡ଼ିଶା ଆଦର୍ଶ) ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ବଦଳି ପରେ ତାଙ୍କ ସ୍ଥାନରେ ଶୁକ୍ରବାର ଶୁଭଶ୍ରୀ ରଥ ଯୋଗଦାନ କରିଛନ୍ତି। ସେ ବାଲେଶ୍ଵର ଲ୍ୟାଣ୍ଡ ସେଟେଲମେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଉପ ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ଵ ନେବା ପରେ ନୀଳଗିରି ତହସିଲଦାର ଦୀପ୍ତିମୟୀ ବେହେରା, ଅନ୍ୟ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥଲେ।
إرسال تعليق