ନୀଳଗିରି, ୧୮/୧୨ (ଓଡ଼ିଶା ଆଦର୍ଶ) :- ନୀଳଗିରି ଏନଏସି ୩ ନମ୍ବର ୱାର୍ଡ ବେତଶୂଳ ଅଞ୍ଚଳରେ କୁଲଢିଆ ହସ୍ତୀ ଅଭୟାରଣ୍ୟ ର ହାତୀ ଙ୍କ ଉପଦ୍ରବ ବଢ଼ିଛି।୩ପିଲାଙ୍କୁ ଧରି ଘରେ ସୋଇଥିବା ବେଳେ ରାତିରେ ହାତୀ ଭାଙ୍ଗି ଦେଲା ଘର ର କାନ୍ଥ।ଅଳ୍ପକେ ବର୍ତିଲେ ମା ସମେତ ୩ ପିଲା। ସୂଚନା ରୁ ଜଣାଯାଇଛି - ଗତକାଲି ରାତିରେ ଘରେ ସୋଇଥିବା ବେଳେ ହଠାତ୍ ଗୋଟେ ହାତୀ ଆସି ଘର କାନ୍ଥ ଭାଙ୍ଗିବା ସହ ଗର୍ଜନ କରିଥିଲା।ଭବବାନ ଙ୍କୁ ଡାକି ଅଳ୍ପକେ ବର୍ତି ଯାଇଥିଲେ ପରିବାର ଲୋକେ।ତେବେ ଖଳାରେ ପଡିଥିବା ଧାନ ସହ ଡୋଲି ରେ ସାଇତା ଧାନକୁ ଖାଇ ତୋଷରପାତ କରିଥିଲା ହାତୀ। ଏନେଇ ଅଞ୍ଚଳର ଲୋକ ମାନେ ଭୟଭୀତ ଅବସ୍ଥା ରେ ଥିବା ଜଣାପଡିଛି। ତେବେ ଅଞ୍ଚଳକୁ ବାରମ୍ବାର ହାତୀ ଆସୁଥିଲେ ମଧ୍ୟ , କୁଳଢିଆ ବନବିଭାଗ ରୋକିବାରେ ବିଫଳ ହୋଇଥିବା କୁହାଯାଉଛି। ଏନେଇ ଡି ଏଫ୍ ଓ (ବନ୍ୟ ପ୍ରାଣୀ), ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

إرسال تعليق