ଓଡ଼ିଶା ଆଦର୍ଶ ବ୍ୟୁରୋ, ୨୩/୧୦ :- ସ୍ବେଛାକୃତ ଅବସର ନେଲେ ପଣ୍ଡିଆନ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତିଗତ ସଚିବ ତଥା ୫ଟି ସଚିବ ଭିକେ କାର୍ତ୍ତିକେୟନ ପାଣ୍ଡିଆନ ପ୍ରଶାସନିକ ଚାକିରିରୁ ସ୍ବେଛାକୃତ ଭାବେ ଅବସର ନେଇଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରାଣାଳୟ ପକ୍ଷରୁ ପଣ୍ଡିଆନ ଙ୍କ ଏହି ଭିଆରଏସ କୁ ମଞ୍ଜୁର କରିଛନ୍ତି। ଏନେଇ ସାଧାରଣ ପ୍ରଶାସନିକ ବିଭାଗ ଏସିଏସଙ୍କୁ ଚିଠି ଲେଖି ଜଣାଇଛନ୍ତି କାର୍ମିକ ମନ୍ତ୍ରଣାଳୟ। ତେବେ ରାଜନୀତି ରେ ପାଦ ଦେବା ପାଇଁ ଭିଆରଏସ ନେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା।




Post a Comment