Header ADS

ବିଜେଡ଼ି ରୁ ବିଦା ହେଲେ ୬ ବିଧାୟକ

ବିଜେଡ଼ି ରୁ ବିଦା ହେଲେ ୬ ବିଧାୟକ


ଭୁବନେଶ୍ଵର,୨୧/୩(ଓଡ଼ିଶା ଆଦର୍ଶ): ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳରୁ ୬ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ବିଜେଡ଼ି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, କଟକ ବିଧାୟକ ସୌଭିକ ବିଶ୍ଵାଳ, ବସ୍ତ ବିଧାୟକ ସୁଭାସିନୀ ଜେନା, ତ୍ରିତୋଲ ବିଧାୟକ ରମାକାନ୍ତ ଭୋଇ ଏବଂ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଦଳରୁ ବିଦା କରାଯାଇଥିବା ଜଣାପଡ଼ିଛି।

Post a Comment

Previous Post Next Post
Header ADS