ଭାଗବତ ଟୁଙ୍ଗି ତଥା ଲଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ନୀଳଗିରି,୬/୧୦(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ , ଗୋପ ଗ୍ରାମ ରେ ଏକ କାଳୀନ ୨ ଦିବସୀୟ ଭାଗବତ ଟୁଙ୍ଗି ତଥା ଲଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହେଉଅଛି।ପ୍ରଥମ ତଥା ଅଧିବାସ ଅବସରରେ ଗୋପ ଗ୍ରାମ ର ଶତାଧିକ ମହିଳା ପୁରୁଷ ପଞ୍ଚଲିଙ୍ଗେଶ୍ୱର ଛକ ସେନାପତି ପୋଖରୀ ରୁ କଳସ ଶୋଭାଯାତ୍ରା କରି ନଗର ପରିକ୍ରମା ସାରି ମନ୍ଦିର ପ୍ରାଙ୍ଗଣ ରେ ଶୋଭାଯାତ୍ରା ସମାପ୍ତ କରିଥିବା ବେଳେ, ଵିଧି ଅନୁସାରେ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ପୂଜା ଶୁଭାରମ୍ଭ ହୋଇଥିଲା । ଉକ୍ତ ପୂଜା ଆଜି ଏବଂ ଆସନ୍ତା କାଲି ୨ ଦିନ ଧରି କାର୍ଯକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ, କର୍ତ୍ତା ବସନ୍ତ ରାଉଳ ଙ୍କ ସମେତ ହରେକୃଷ୍ଣ ମହାନ୍ତି ଗଜେନ୍ଦ୍ର ଦାସ, ଉମାକାନ୍ତ ଦାସ, ବେଣୁଧର ମହାପାତ୍ର, ରାମହରୀ ମହାପାତ୍ର, ଲଷ୍ମୀଧର ଦାସ, ଜୟନ୍ତ ବେହେରା, କେଶବ ମହାନ୍ତି, କିଶୋର ପରିଡା, ନରୋତ୍ତମଃ ମହାପାତ୍ର, ବିଷ୍ଣୁ ମୋହନ ପରିଡା, ପ୍ରମୋଦ ମହାପାତ୍ର, ରଂଜିତ ପରିଡା, ଶରତ ରାଉତ,ଦିଲ୍ଲୀପ ବଳ, ତାପସ ରଞ୍ଜନ ବେହେରା, ପ୍ରମୋଦ ମହାପାତ୍ର, ଉଷାରଣୀ ରାଉଳ, ମୁକ୍ତି ଲତା ଦଳେଇ, ଅଶୋତୋଷ ଦାସ, ରବି ନାରାୟଣ ରାଉତ, ରମାକାନ୍ତ ବେହେରା, ପ୍ରଶାନ୍ତ ବେହେରା, ପୂର୍ଣଚନ୍ଦ୍ର ବେହେରା, ପଦ୍ମଲୋଚନ ପରିଡା l ସୀତାରାମ ଜେନା, ସୁବାସ ଚନ୍ଦ୍ର ବେଜ, ରାଧାକୃଷ୍ଣ ଦାସ, ହରିଶ୍ଚନ୍ଦ୍ର ପରିଡା, ବିଷ୍ଣୁ ମୋହନ ଦାସ, ରବୀନ୍ଦ୍ର ସେଠି, ରବୀନ୍ଦ୍ର ପରିଡା, ଜ୍ୟୋତ୍ସ୍ନା ରାଣୀ ବେହେରା, ବିନତି ବେହେରା, ବୁବାସିନୀ ବେଜ, ସଂଘମିତ୍ରା ବଳ, ଶୁଭସ୍ମିତା ମହାନ୍ତି, ଜସ୍ମିନ ଦାସ, ଜସ୍ମିତା ଦାସ, ଲିପି ଦାସ, ଶ୍ରୀଧର ବେହେରା, ସୋମନାଥ ଜେନା, ପ୍ରିୟବ୍ରତ୍ତ ଦାସ, ସୋମ୍ୟରଞ୍ଜନ ବଳ, ସଂଯୁକ୍ତା ନାୟକ, ମଧୁସ୍ମିତା ପ୍ରଧାନ, ସୌଦାମିନୀ ପତ୍ର, ଶରତ ପାତ୍ର ପ୍ରମୁଖ ଶତାଧିକ ମହିଳା ପୁରୁଷ କଳସ ଶୋଭାଯାତ୍ରା ରେ ଭାଗ ନେବା ସହିତ ଏହି ୨ ଦିବସୀୟ ମନ୍ଦିର ପ୍ରତିଷ୍ଠା ଉତ୍ସବ କୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।




Post a Comment