Header ADS

ନଭେମ୍ବର ୭ ବିଶ୍ୱ ପ୍ରସିଦ୍ଧ ଐତିହାସିକ ରୁଷ ବିପ୍ଳବ ପାଳନ କଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

 ନଭେମ୍ବର ୭ ବିଶ୍ୱ ପ୍ରସିଦ୍ଧ ଐତିହାସିକ ରୁଷ ବିପ୍ଳବ ପାଳନ କଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି



ନୀଳଗିରି,୭/୧୧(ଓଡ଼ିଶା ଆଦର୍ଶ): ସକାଳ ୭ ଘଟିକା ସମୟରେ ପାଟପୁର ଶାଖା ରେ ବିପ୍ଲବୀ ନାରୀ ନେତ୍ରୀ ବାସନ୍ତୀ ନାୟକ ଲାଲ ପତାକା ଉତୋଳନ କରିଥିବା ବେଳେ, ବୟୋଜ୍ୟେଷ୍ଠ ବହୁବାର ସରପଞ୍ଚ ଭାବେ ଦାୟିତ୍ୱ ନେଇଥିବା ବରିଷ୍ଠ କମ୍ୟୁନିଷ୍ଟ ନେତା ଶ୍ୟାମସୁନ୍ଦରପୁର ଶାଖା ର ପଞ୍ଚଲିଙ୍ଗେଶ୍ୱର ଛକ ଠାରେ ଲାଲ ପତାକା ଉତ୍ତୋଳନ କରିଥିଲେ ସେହିପରି ପ୍ରତାପଡ଼ା ରେ ମହେଶ୍ୱର ମହାନ୍ତି ଲାଲ ପତାକା ଉତୋଳନ କରିଥିବା ବେଳେ କଣ୍ଠିଆ ଟିକର ମହିଳା ଶାଖା ର ସମ୍ପାଦିକା ଗାୟତ୍ରୀ ପଣ୍ଡା ଙ୍କ ନେତୃତ୍ୱ ରେ ଉତ୍କଳ ମହିଳା ସମିତି ର ବରିଷ୍ଠ ସାଥି ମିନତୀ ଜେନା ପତାକା ଉତ୍ତୋଳନ କରିଥିଲେ, ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ବରିଷ୍ଠ କମ୍ୟୁନିଷ୍ଟ ନେତା କୈଳାସ ଚନ୍ଦ୍ର ପଣ୍ଡା, ଜୋନ ସମ୍ପାଦକ ବିଜୟ ସ,ଶ୍ୟାମସୁନ୍ଦରପୁର ଶାଖା ସମ୍ପାଦକ ପ୍ରଭାକର ମହାପାତ୍ର,ପାଟପୁର ଶାଖା ସମ୍ପାଦକ ହରେକୃଷ୍ଣ ପଣ୍ଡିତ,ପ୍ରତାପଡ଼ା ଶାଖା ସମ୍ପାଦକ ଦେବେନ୍ଦ୍ର ବେହେରା, ଦ୍ୱାରିକା ଶାଖା ସମ୍ପାଦକ ପୁରୁଷତ୍ତମ ସେଠି, କାନପୁର ନିହାର ରଞ୍ଜନ ଜେନା, ଝରଣା ଘାଟି ଶାଖା ସମ୍ପାଦକ ଜଗନ୍ନାଥ ଟୁଡୁ ଔପଦା ରେ ଅନିରୁଦ୍ଧ ନାୟକ, ସିପିଆଇ ର ବିଧାନସଭା ପ୍ରାର୍ଥୀ ଅଜୟ ପଟ୍ଟନାୟକ ଙ୍କ ସମେତ ବହୁ ସାଥି ପତାକା ଉତ୍ତୋଳନ ଉତ୍ସବ ରେ ଯୋଗ ଦେଇଥିବା ଦେଖା ଦେଇ ଥିଲା ।

Post a Comment

Previous Post Next Post
Header ADS