Header ADS

୭୮ତମ ସ୍ବାଧୀନତା ଦିବସରେ ଗଛ ଲଗାଇଲେ ବାହାଳ ଗ୍ରାମବାସୀ।


ରେମୁଣା , ୧୫/୮ (ଓଡ଼ିଶା ଆଦର୍ଶ) ପରିବେଶ କୁ ସବୁଜ ସୁନ୍ଦର କରିବା ପାଇଁ ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ବୃକ୍ଷରୋପଣ କଲେ ଗ୍ରାମବାସୀ। ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବାହାଳ ଗ୍ରାମର ଆଜି ନରେନ୍ଦ୍ର ପ୍ରଧାନ ଙ୍କ ସହଯୋଗରେ ଶତାଧିକ ଗ୍ରାମବାସୀ ଗାଁ ପୋଖରୀ ହୁଡ଼ାରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି। ତେବେ ଗ୍ରାମର ମିଶନ ଶକ୍ତି, ସୟଂ ସହାୟକ ଗୋଷ୍ଠୀର ମା ମାନେ ଉପସ୍ଥିତ ରହି ୧୦୦ ରୁ ଉର୍ଦ୍ଧ ଗଛ ଲଗାଇଛନ୍ତି। 


ଏହି ଅବସରରେ ବାଲେଶ୍ଵର ଜିଲ୍ଳାର ହରି ମେରାଇନ ପ୍ରାଇଭେଟ୍ ଲିମିଟେଡ଼ ର ଡାଇରେକ୍ଟର ସଂଗ୍ରାମ ଦାସ୍, ନୀଳଗିରିର ଟ୍ରି ମ୍ୟାନ ତଥା ସମାଜସେବୀ ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ସାମ୍ବାଦିକ ରବି ରାଉତ୍ , ହାଡିବନ୍ଧୁ ରାଉତ୍, ବାବାଜୀ ମଲ୍ଲିକ, ନରସିଂହ ଲେଙ୍କା, ପାଲି ବାରିକ୍, ଶିବ ରଞ୍ଜନ ସାମଲ, ମାୟାଧର ମଲ୍ଲିକ, ସାକମ୍ବରି ସିଂ, ରଞ୍ଜିତା ବାରିକ୍, ମମତା ବାରିକ୍, ସନ୍ଦ୍ୟା ରାଣୀ ବାରିକ୍, ସୁକାନ୍ତି ମଲ୍ଲିକ, ଚନ୍ଦ୍ରକାନ୍ତି ଜେନା, ରେଖାଶ୍ରି ମଲ୍ଲିକ , ପୁଷ୍ପାଞ୍ଜଳି ବାରିକ୍, ଜୟଶ୍ରୀ ମଲ୍ଲିକ, ତପଶ୍ୱନି ସେଠୀ, କାଞ୍ଚନବାଳା ମଲ୍ଲିକ, ସସ୍ମିତା ସାମଲ,  ସରସ୍ଵତୀ ଜେନା, ସନ୍ତୋସି ରାଉତ୍ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS