Header ADS

ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ପଣପଣା ବଜାର ରେ ୧୯ବର୍ଷ ରେ ପଦାର୍ପଣ କରିଛି ମା ଗଜଲକ୍ଷ୍ମୀଙ୍କ ପୂଜା ।

 


ବହାନଗା, ୨/୧୧ :- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ପଣପଣା ବଜାର ରେ ଥିବା ସାର୍ବଜନୀନ ଲକ୍ଷ୍ମୀପୂଜା କମିଟି ୧୯ ବର୍ଷରେ ପଦାରର୍ପଣକରିଛି।ଏହି ପୂଜା ୨୦୦୪ ମସିହାରୁ ଆରମ୍ଭ ହୋଇ ଅନୁଷ୍ଠିତ ହୋଇ ଆସୁଅଛି।କମିଟିର ସଭାପତିଙ୍କ ଗଣନାଥ ଯେନା ଙ୍କ ପ୍ରତ୍ୟକ୍ଷ ତତ୍ବଧାନରେ ଶାନ୍ତିଶୃଙ୍ଖଳରା ସହିତ ହୋଇ ଆସୁଥିବା ବେଳେ ଗତକାଲି ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଉପସ୍ଥିତ ହୋଇ ସାର୍ବଜନୀନ ଲକ୍ଷ୍ମୀ ପୂଜା କମିଟିକୁ ସାଧୁବାଦ ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ଅଜିତ କୁମାର ଜେନା ,କସାଧକ୍ଷ ଦାମୋଦର ଓଝା,ପଣ ପଣା ଗ୍ରାମ ପଂଚାୟତର ସରପଞ୍ଚ,ସମିତି ସଭ୍ୟା, ପୂର୍ବତନ ସରପଞ୍ଚ,ସମିତିସଭ୍ୟ,ଓ ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହିଥିଲେ।ସରହିପରି ରବୀନ୍ଦ୍ର ଜେନା,ବିଜୟ ମଣ୍ଡଳ,ହରେକୃଷ୍ଣ ଜେନା,ମାନସ ନାୟକ,ରାଜେନ୍ଦ୍ର ମଣ୍ଡଳ,ମହାଦେବ ମହାପାତ୍ର,ପ୍ରଶାନ୍ତ କୁମାର ଦାସ,ରଞ୍ଜିତ ଜେନା,ଗୋପାଳ ପ୍ରଧାନ,ରମେଶ ଜେନା ଆଦି ଏହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।ଶେଷରେ ସତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ ପ୍ରସାଦ ସେବନ କରିଥିଲେ।

Post a Comment

أحدث أقدم
Header ADS