Header ADS

କେ,ଆର, ରିସୋଟ ତରଫରୁ ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା।



ନୀଳଗିରି ,୨୭/୦୯ :- ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ ଏବଂ ଏହି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବାଲେଶ୍ଵର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ଵର ସ୍ଥିତ କେ, ଆର, ରିଶୋର୍ଟ ପକ୍ଷରୁ ବୁଧବାର ମଧ୍ଯାହ୍ନରେ ନୀଳଗିରିର ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ଏହି ଅବସରରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ରିଶୋଟ ତରଫରୁ ପୁଷ୍ପ ଗୁଛ ପ୍ରଦାନ କରିଥିବା ବେଳେ ଭାବ ବିନିମୟ ପ୍ରଦାନ କରାଯାଇଥିଲା। ଜିଲ୍ଲା ଯୁବ ବିଜେଡି ସଭାପତି ତାପସ ପରିଡ଼ାଙ୍କ ଉପସ୍ଥିତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ପରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। 

Post a Comment

Previous Post Next Post
Header ADS