Header ADS

ଏଣିକି ବାହାଘର ପୂର୍ବରୁ କରିବାକୁ ହେବ ଟେଷ୍ଟ, ଏହି ରୋଗ ଥିଲେ ବିବାହ ମନା ।


ଓଡ଼ିଶା ଆଦର୍ଶ ୨୦/୦୯ :- ଏଣିକି ବାହାଘର ପୂର୍ବରୁ କରିବାକୁ ହେବ ଟେଷ୍ଟ, ଏହି ରୋଗ ଥିଲେ ବିବାହ ମନା, ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି,

ରୋଗଟିର ନାମ ହେଉଛି "ସିକଲସେଲ" । ଏ କଥା ଆମେ ନୁହେଁ ବରଂ କହିଛନ୍ତି ସରକାର। ଯଦି ପୁଅ କିମ୍ବା ଝିଅ ଠାରେ ଦେଖାଯିବ ଏହି ରୋଗ ତେବେ ବାହାଘର ନକରିବାକୁ ପରାମର୍ଶ। ବାହାଘର ପୂର୍ବରୁ ସିକଲସେଲ ପରୀକ୍ଷା ହେବା ବାଧ୍ୟତାମୂଳକ। ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଏହି ରୋଗ ମୂଳୋତ୍ପଟନ ପାଇଁ ନେଉଛନ୍ତି ମିଳିତ ପଦକ୍ଷେପ।

Post a Comment

أحدث أقدم
Header ADS