Header ADS

ଅନୁଭବ-ବର୍ଷା ବିବାହ ବିଛେଦ ମାମଲା : ପରିବାର ଅଦାଲତରେ ହେଲେ ହାଜର; ବର୍ଷାଙ୍କୁ ଚୂଡାନ୍ତ ଜେରା

 


ଓଡ଼ିଶା ଆଦର୍ଶ ଲାଇଭ ବ୍ୟୁରୋ : ଅନୁଭବ-ବର୍ଷା ବିବାହ ବିଛେଦ ମାମଲାରେ ଆଜି ବର୍ଷାଙ୍କର ଶେଷ ଥର ପାଇଁ ଜେରା ହେବ । ନିକଟରେ ଅନୁଭବଙ୍କ ଆବେଦନର ଶୁଣାଣି କରିଥିଲେ ହାଇକୋର୍ଟ । ଏହାପରେ କଟକର ଫ୍ୟାମିଲି କୋର୍ଟକୁ ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷଙ୍କ ଯୁକ୍ତି ଶେଷ କରି ଅକ୍ଟୋବର ଶେଷ ସୁଦ୍ଧା ମାମଲାର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଜୁଲାଇ ୩୧ ସୁଦ୍ଧା ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ କରିବାରୁ ନିର୍ଦ୍ଦେଶ ଦିଆଯାଇଥିଲା ।

Post a Comment

Previous Post Next Post
Header ADS