Header ADS

ଟାଟା ଷ୍ଟିଲ ରେ ବଡ ଅଘଟଣ

 


ଢେଙ୍କାନାଳ ,୧୩/୦୬ :-  ଢେଙ୍କାନାଳ ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଫଳରେ ୧୯ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତେବେ କାରଖାନାର ପାୱାର ପ୍ଲାଣ୍ଟ ବ୍ଲାଷ୍ଟ ଫର୍ଣ୍ଣେସର ପାଇପ୍ ଲାଇନ୍ ଫାଟିଯାଇଥିବା ସୂଚନା ମିଳିଛି । ଫଳରେ ଗ୍ୟାସ୍ ଲିକ୍ ହୋଇ ୧୯ ଜଣ ଗୁରୁତର ହୋଇଛନ୍ତି ।

Post a Comment

Previous Post Next Post
Header ADS