Header ADS

ନୟନଯୋରୀ କୁ ଖସିଲା ପ୍ରଭୁଜୀ ନାମକ ବସ୍

 


ବାଲେଶ୍ଵର,୨୪/୦୫ :- ନୟନଯୋରୀକୁ ଖସିଲା ପ୍ରଭୁଜୀ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନସ୍ତ କସମିଳା ଛକ ନିକଟରେ ବୁଧବାର ଅପରାହ୍ନରେ ଯାତ୍ରୀବାହୀ ବସ୍  ‘ପ୍ରଭୁଜୀ’ କୌଣସି କାରଣରେ ଭାରସାମ୍ୟ ହରାଇ ନୟନଯୋରୀକୁ ଖସି ଯାଇଥିଲା । ମାତ୍ର ଭାଗ୍ୟବଶତଃ ବସ୍‌ଟି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଫଳରେ ବସ୍ ମଧ୍ୟରେ ଥିବା ଯାତ୍ରୀ ଏବଂ ରାସ୍ତା ପାଶ୍ୱର୍ରେ ଥିବା ଝୁପୁଡ଼ି ଘରର ଲୋକମାନଙ୍କ ଧନଜୀବନ ରକ୍ଷା ପାଇଛି ।


Post a Comment

Previous Post Next Post
Header ADS