ଯଶିପୁର ୦୮/୦୨/୨୩ :- କାଠ ମାଫିଆଙ୍କ ଆକ୍ରମଣର ଶିକାର ହୋଇ ଆହତ ହେଲେ ୭ ବନକର୍ମଚାରୀ,ଭାଙ୍ଗିଲା ପାଟ୍ରୋଲିଂ ଗାଡି,ବାଇକ। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଗତକାଲି ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି ବନକର୍ମଚାରୀ । ନଅଣା ବନ୍ୟପ୍ରାଣୀ ରେଞ୍ଜ ସରାମସାହି ନିକଟରେ ହୋଇଛି ଆକ୍ରମଣ,
ମୂଲ୍ୟବାନ ଶାଳ କାଠ ଚୋରାଚାଲାଣ ବେଳେ ମୁହାଁମୁହିଁ ହୋଇଥିଲେ କାଠ ମାଫିଆ ଓ ବନକର୍ମଚାରୀ । କାଠ ମାଫିଆ ୪୦-୫୦ ଜଣ ଉଭୟ ମହିଳା ଓ ପୁରୁଷ ମିଳିତ ଭାବେ ଆକ୍ରମଣ କରିଥିବା ନେଇ ଆଜି ଯଶିପୁର ଥାନାରେ ଅଭିଯୋଗ କରିଛି ବନବିଭାଗ। ଏନେଇ ମାମାଳା ରୁଜୁ ହେବ ସହିତ ତଦନ୍ତ ଆରମ୍ଭ କରିଛି ଯଶିପୁର ପୋଲିସ.
Post a Comment