Header ADS

କ୍ରାଇମ କୁ ଦେଖାଇଲା ଗୋପାଳ

 


ଓଡିଶା ଆଦର୍ଶ ଲାଇଭ ୦୭/୦୨/୨୩ :- ଏମିତି ହତ୍ୟା କରିଥିଲା ଗୋପାଳ ଯାହାର ଡେମୋ ଆଜି ଦେଖାଇଛି ଗୋପାଳ।

କେମିତି  ନବ ଦାସ ଙ୍କୁ ଗୁଳି ମାଡ଼ କରିଥିଲା ଗୋଟି ଗୋଟି କରି ସବୁ କିଛି ଦେଖାଇଲା ଅଭିଯୁକ୍ତ ଗୋପାଳ ।


ଗୋପାଳ ହାତରେ ବନ୍ଧୁକ ଧରି ପୋଲିସ ସୁରକ୍ଷା ବଳୟ ଭିତରେ ଗୁଳି ମାଡ଼ ର ସିଧା ରିକ୍ରିଏଟ୍ କଲା।


Post a Comment

Previous Post Next Post
Header ADS