الصفحة الرئيسيةଅପରାଧ କ୍ରାଇମ କୁ ଦେଖାଇଲା ଗୋପାଳ By:Odisha Adarsh Live —فبراير 07, 2023 0 ଓଡିଶା ଆଦର୍ଶ ଲାଇଭ ୦୭/୦୨/୨୩ :- ଏମିତି ହତ୍ୟା କରିଥିଲା ଗୋପାଳ ଯାହାର ଡେମୋ ଆଜି ଦେଖାଇଛି ଗୋପାଳ।କେମିତି ନବ ଦାସ ଙ୍କୁ ଗୁଳି ମାଡ଼ କରିଥିଲା ଗୋଟି ଗୋଟି କରି ସବୁ କିଛି ଦେଖାଇଲା ଅଭିଯୁକ୍ତ ଗୋପାଳ ।ଗୋପାଳ ହାତରେ ବନ୍ଧୁକ ଧରି ପୋଲିସ ସୁରକ୍ଷା ବଳୟ ଭିତରେ ଗୁଳି ମାଡ଼ ର ସିଧା ରିକ୍ରିଏଟ୍ କଲା।
إرسال تعليق