Header ADS

ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ


 ରେମୁଣା ୨୬/୦୨/୨୩ :- ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମପଞ୍ଚାୟତ ସାହାର୍ଦ୍ଦା ଗ୍ରାମ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ରକ୍ତ ଦାନ ଶିବିର ଧର୍ମେନ୍ଦ୍ର ମହାକୁଡ଼, ବସନ୍ତ ମହାନ୍ତି, ବାଞ୍ଛାନିଧି ବେହେରା, ଜଗନ୍ନାଥ ବେହେରା(ଦିପୁ),ଚକ୍ରଧର ବାରିକ, କିରଣ ବେହେରା, କମଳାକାନ୍ତ ବେହେରା, ଶରତ ବାରିକ, ଅଞ୍ଜନ ବାରିକ, ଚନ୍ଦନ ବାରିକ ଜଗନ୍ନାଥ ବେହେରା,ରବୀନ୍ଦ୍ର ମହାକୁଡ଼, ଶ୍ରୀଧର ମହାନ୍ତି, ଶଶୀକାନ୍ତ ମହାକୁଡ଼, ସାମଘନ ଦାସ ଆଦି ଛାତ୍ର ମାନେ ଶିବିର କୁ ଆୟାଜନ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ସାହାର୍ଦ୍ଦା ସ୍କୁଲ ର ପ୍ରଧାନ ଶିକ୍ଷକ ଗିରିଶ ଚନ୍ଦ୍ର ଦାସ ଏହାକୁ ଉଦଘାଟନ କରିଥିଲେ,

ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ୱାର ୪୧ୟୁନିଟ ରକ୍ତ ସଂଗ୍ରହ ହଇଥିଲା।


Post a Comment

Previous Post Next Post
Header ADS