ନୀଳଗିରି ୧୯/୦୨/୨୩ :- ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଆଇସା ଏ ନିଶା ବିଶେଷ ସୂତ୍ରରୁ ଖବର ପାଇ ମୁଖୁରା ଗ୍ରାମର ଏକ ଚୋରା କରତକଳ ଉପରେ ଚଢ଼ାଉ କରିଛନ୍ତି।
ବହୁତଦିନ ଧରି ମିତ୍ରପୁର ବିଟ୍ ହାଉସ ଅଧିନସ୍ଥ ମୁଖୁରା ଗ୍ରାମରେ ବେଆଇନ ଭାବେ ଏକ କରତକଳ ଚାଲୁଥିବା ନେଇ ଶୁକ୍ରବାର ରେଞ୍ଜର ଙ୍କ ନେତୃତ୍ୱରେ ଏକ ବନ ବିଭାଗର ଟିମ୍ ଚଢ଼ାଉ କରିଥିଲେ।
Post a Comment