Bhubaneswar/ ୦୪/୦୧/୨୦୨୩ :- ଭୁବନେଶ୍ୱର AIIMS ରେ ନନାଙ୍କୁ ଭେଟିଲେ ସାଂସଦ ଅପରାଜିତା । ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ବରିଷ୍ଠ ନେତା ବାଲେଶ୍ଵର ଜିଲ୍ଲା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ମହୋଦୟଙ୍କୁ ଭୁବନେଶ୍ୱର AIIMS ରେ ସାକ୍ଷାତ କରିଛନ୍ତି ।
ଏହି ଅବସରରେ Medical Suprintendent ଡକ୍ଟର ଶ୍ରୀ ସଚ୍ଚିଦାନନ୍ଦ ମହାନ୍ତି ଏବଂ ଅନ୍ୟ ବରିଷ୍ଠ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ l
ନନା ସୁସ୍ଥ ହୋଇ ଆସନ୍ତା କାଲି Discharge ହେବାର ସମ୍ଭାବନା ଅଛି l
إرسال تعليق