Header ADS

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 


ନୀଳଗିରି / ୦୯/୦୧/୨୩ :-  ବାଲେଶ୍ଵର ଜିଲ୍ଲା ନୀଳଗିରି ରେ ସୁଚନା ଓ ଲୋକସମ୍ପର୍କ ବିଭାଗ, ନୀଳଗିରି  ତରଫରୁ ୭୪ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୩ ପାଳନ  ନିମନ୍ତେ ଏକ ପ୍ରସ୍ତୁତି ବୈଠକ  ନୀଳଗିରି ପଞ୍ଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦାରଧର ମହାଳିକ, ବିଡିଓ ରାହୁଲ ମଣ୍ଡଳ, ନୀଳଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷ୍ମି ମାଝୀ, ନୀଳଗିରି ବିଜ୍ଞାପିତଅଞ୍ଚଳ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଅମ୍ବିକା ଦାସ, ନୀଳଗିରି ଥାନା ଆଇ ଆଇ ସି ଗୋପାଳ ଚନ୍ଦ୍ର କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ କୁ ସଠିକ୍ ଭାବରେ ନିର୍ବାହ କରିବାକୁ କରିଥିଲେ।

ତେବେ  ନୀଳଗିରି ର ବିଭିନ୍ନ ପ୍ରଶାସନିକ ଅଧିକାରୀ , ବୁଦ୍ଧିଜୀବୀ,ସାମ୍ୱାଦିକ ମାନେ ଉକ୍ତ ସଭାରେ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS