Header ADS

ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ 


ନୂଆଦିଲ୍ଲୀ,୨୫/୦୭(ଓଡ଼ିଶା ଆଦର୍ଶ): ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶବ୍ୟାପୀ ନିଟ୍ ଲିକ୍ ପ୍ରସଙ୍ଗରେ ଆନ୍ଦୋଳନ ଜାରି ରହିଥିବା ବେଳେ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି ଇସ୍ତଫା ପତ୍ର।

Post a Comment

Previous Post Next Post
Header ADS