ଶାଳ କାଠ ଭର୍ତ୍ତି ପିକଅପ୍ ସହ ଦୁଇ ଗିରଫ।
ନୀଳଗିରି,୨୨/୩ (ଓଡ଼ିଶା ଆଦର୍ଶ)କୁଲଡ଼ିହା ରେଞ୍ଜର ସୁବ୍ରତ କୁମାର ବେହେରା ଏକ ଶାଳ କାଠ ଭର୍ତ୍ତି ପିକଅପ ଗାଡ଼ି ଯାଉଥିବାର ବିଶେଷ ସୂତ୍ରରୁ ଖବର ପାଇ ସଦଳ ବଳେ ଚଢ଼ାଉ କରି ଦୁଇ ଜଣ କୁ ଗିରଫ କରିବା ସହ ଶାଳ କାଠ ଭର୍ତ୍ତି ଗାଡ଼ିକୁ ଜବତ କରିଛନ୍ତି। ବାବୁ ନାୟକ ଓ ଜିତେନ୍ଦ୍ର ମଥାନ୍ କୁ ଗିରଫ ହୋଇଥିବା ବେଳେ ୭୮ସିଫ୍ଟ ଶାଳ କାଠ ଜବତ କରାଯାଇଛି। ଏନେଇ ବନବିଭାଗ ପକ୍ଷରୁ ୧୮କେ/୨୦୨୫-୨ ୬ଏକ ମାମଲା ରୁଜୁ କରାଯାଇଛି। ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ହାଜତ କୁ ପଠାଇ ଦିଆଯାଇଛି।



Post a Comment