Header ADS

ପାଞ୍ଚ ଦିନ ହେଲା ବିଲରେ ପଡ଼ିରହିଛି ସାଇକେଲ

 ପାଞ୍ଚ ଦିନ ହେଲା ବିଲରେ ପଡ଼ିରହିଛି ସାଇକେଲ 




ନୀଳଗିରି,୨୧/୨(ଓଡ଼ଶା ଆଦର୍ଶ): ବିଲରେ ପଡ଼ି ରହିଛି ସାଇକେଲ। ସାଇକେଲ ଟି ଏମିତି ଅବସ୍ଥାରେ ବିଲରେ କିଏ ଏବଂ କାହିଁକି ଛାଡ଼ି ଯାଇଛି ତାହା ଏବେ ସନ୍ଧେହ ଘେରରେ। ସୂଚନା ମୁତାବକ ନୀଳଗିରି ଥାନା ଅଧୀନ ରାଜ୍ୟ ରାଜପଥ ବାଉଁଶନାଳ ଛକ ପାର୍ଶ୍ଵ ବିଲରେ ପାଞ୍ଚ ଦିନ ହେବ ଏକ ସାଇକେଲ ପଡ଼ି ରହିଥିବା ଗ୍ରାମବାସୀ ଦେଖିଥିଲେ ତେବେ ଏହି ସାଇକେଲ ଟି ବିଲ ଭିତରେ ହୁଏତ କିଏ ରଖି କୁଆଡେ ଯାଇଥିବ ଭାବି ଅଣଦେଖା କରିଥିଲେ ହେଲେ ଇତି ମଧ୍ୟରେ ପାଞ୍ଚ ଦିନ ବ୍ୟାପି ଯାଇଥିଲେ ହେଁ ଉକ୍ତ ସାଇକେଲଟିକୁ କେହି ନେଉ ନଥିବାରୁ ଦେଖୀ ଗ୍ରାମବାସୀ ଙ୍କ ମନରେ ବିଭିନ୍ନ ସନ୍ଧେହ ସୃଷ୍ଟି ହେଉଛି।

Post a Comment

أحدث أقدم
Header ADS