Header ADS

ଶଙ୍କରାଖୋଲ ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ଶଙ୍କରାଖୋଲ ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 



ଚକାପାଦ,୧୭/୭(ଓଡ଼ିଶା ଆଦର୍ଶ):ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡ଼ି ରେ ଥିବା ପିକନିକ ପ୍ଲେସ ଠାରେ ଶଙ୍କରାଖୋଲ ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହାକୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଖେଳ ଶିକ୍ଷକ ଏମ. ବାଳକୃଷ୍ଣ ଦୋରା ଙ୍କ ପ୍ରୟାସ ରେ କରାଯାଇଥିଲା ! ଏଥିରେ ବଉଳକୋଳି, ଦେବଦାରୁ, ସ୍ଵର୍ଣଚମ୍ପା, ଛତିଆନା ଇତ୍ୟାଦି ୨୦ ଟି ଗଛ ଲଗାଯାଇଥିଲା ! ଏଥିରେ ସମିତି ସଭ୍ୟ କିରାପ ପ୍ରଧାନ, ସାମ୍ବାଦିକ ବାଳକୃଷ୍ଣ କହଁର, ମନୋଜ କୁମାର ଗୌଡ଼, ପ୍ରାଣବନ୍ଧୁ ପଣ୍ଡା, ଅସ୍ପିନ ପଣ୍ଡା, ରାଜେଶ ପାଣିଗ୍ରାହୀ, ଅରୁଣ ଖଡ୍ରା, ପ୍ରଗତି ଦାସ,ମଣ୍ଟୁ ବେହେରା, ବାବୁଲା ପାଡ଼ି,କୈଳାସ କହଁର ଯୋଗଦେଇ କାର୍ଯ୍ୟ କରିଥିଲେ ! ଏହାକୁ ଆଡାବାଡ଼ି ଗ୍ରାମର ଫକୀର ପ୍ରଧାନ,ପ୍ରଭାତ କହଁର,ନକୁଳ କହଁର ଙ୍କ ସହ ଗ୍ରାମ ର ଯୁବକ ମାନେ ସହଯୋଗ କରିଥିଲେ !

Post a Comment

أحدث أقدم
Header ADS