Header ADS

ନୀଳଗିରି ଥାନା ପରିସରରେ ନୂତନ ପାର୍କ ଉଦ୍ଘାଟିତ।

 ନୀଳଗିରି ଥାନା ପରିସରରେ ନୂତନ ପାର୍କ ଉଦ୍ଘାଟିତ।



ନୀଳଗିରି,୧୯/୫(ଓଡ଼ିଶା ଆଦର୍ଶ): ରବିବାର ପୂର୍ବାହ୍ନରେ ନୀଳଗିରି ଥାନା ପରିସରରେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମାନ୍ୟବର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ କରକମଳରେ ଏକ ନବ ନିର୍ମିତ ପାର୍କର ଶୁଭ ଉଦ୍ଘାଟନ ହୋଇଅଛି। ଏହି କାର୍ଯ୍ୟକ୍ରମରେ ନୀଳଗିରି ଏସଡିପିଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ, ଆଇଆଇସି ଶ୍ରୀଯୁକ୍ତ ଗୋବର୍ଦ୍ଧନ ନାୟକ ଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ଅନେକ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ। ତେବେ ଥାନାକୁ ଆସୁଥିବା ଲୋକମାନେ ଏହି ପାର୍କଟି କୁ ଦେଖି ଏକ ସୁସ୍ଥ ଓ ସୌନ୍ଦର୍ଯ୍ୟ ମୟ ପରିବେଶର ଅନୁଭୂତି ନେଇ ପାରିବେ ବୋଲି କହିଛନ୍ତି ଥାନା ଅଧିକାରୀ।

Post a Comment

Previous Post Next Post
Header ADS