Header ADS

ପାଣିରେ ବୁଡ଼ି ୨ ଶିଶୁ ମୃତ,

 ପାଣିରେ ବୁଡ଼ି ୨ ଶିଶୁ ମୃତ, ଖେଳୁଥିବା ବେଳେ ଘର ପଛ ପାଖ ଗାଡ଼ିଆରେ ବୁଡ଼ି ଦୁଇ ଶିଶୁ।



ବାଲେଶ୍ଵର,୧୫/୪(ଓଡ଼ିଶା ଆଦର୍ଶ): ପାଣିରେ ବୁଡ଼ି ୨ ଶିଶୁ ମୃତ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ନିକଟରେ ଅଘଟଣ । ଖେଳୁଥିବା ବେଳେ ଘର ପଛ ପାଖରେ ଥିବା ଗାଡ଼ିଆରେ ବୁଡ଼ିଯାଇଥିଲେ ୨ ଶିଶୁ କନ୍ୟା । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ପରେ ଦୁଇ ଭଉଣୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଦୁଇ ନାବାଳିକା ସେକ୍ ତାଇରୁଦ୍ଦୀନ ଓ ସେକ୍ ନଜିମଉଦ୍ଦୀନ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Post a Comment

Previous Post Next Post
Header ADS