Header ADS

ଚତର କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ଦିବସୀୟ କ୍ରିକେଟ ଖେଳ ଉଦଘାଟିତ |

 ଚତର କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ଦିବସୀୟ କ୍ରିକେଟ ଖେଳ ଅନୁଷ୍ଠିତ 



ନୀଳଗିରି, ୨୯/୩(ଓଡ଼ିଶା ଆଦର୍ଶ); ନୀଳଗିରି ବ୍ଳକ ସିଆଡ଼ିମାଳ ପଞ୍ଚାୟତ ଚତର ଖେଳ ପଡ଼ିଆରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ୮ ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ରେ କପ୍ତିପଦା ବ୍ଲାକ ଟାଇଗର ବିଜୟ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ନୀଳଗିରି ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମି ମାଝି , ପୂର୍ବତନ ଏସଏସଡି ଚେୟାରମେନ ମଦନ ମାଝି, ବିଜେଡ଼ି ନେତା ଗଙ୍ଗାଧର ମିଶ୍ର, ସ୍ଥାନୀୟ ସରପଞ୍ଚ ସୁରଥ ସିଂ, ସମିତି ସଭ୍ୟ ରାଜୀବ ଦାସବାବୁ ମଞ୍ଚସିନା ଥାଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଗଣେଶ୍ୱର ବିଶ୍ଵାଳ , ପ୍ରଭାକର ପରମାଣିକ,ଅକ୍ଷୟ ପରମାଣିକ,ଦିବ୍ୟରଞ୍ଜନ ମେଦିନିରାଏ, ନମା ସିଂ, ନରେନ୍ଦ୍ର ବେହେରା,ରାଜକୁମାର ସିଂ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ |

Post a Comment

Previous Post Next Post
Header ADS