Header ADS

ସ୍ଲିପେଟ କମ୍ପାନୀରେ ଅଘଟଣ , ଶ୍ରମିକ ଗୁରୁତର

 ସ୍ଲିପେଟ କମ୍ପାନୀରେ ଅଘଟଣ , ଶ୍ରମିକ ଗୁରୁତର




ନୀଳଗିରି,୩/୨(ଓଡ଼ିଶା ଆଦର୍ଶ):ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଗୋପୀନାଥପୁର ସ୍ଲିପେଟ୍ କମ୍ପାନୀ ରେ ଘଟିଛି ଅଘଟଣ।କାମ କରୁଥିବା ବେଳେ ଶ୍ରମିକ ଉପରେ ଖସିପିଡ଼ିଲା ମୋଟର।ଗୁରୁତର ଭାବେ ପ୍ରଥମେ ନୀଳଗିରି ହସ୍ପିଟାଲ ରେ ଭର୍ତ୍ତି ପରେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ଏକ ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି।ଗୁରୁତର ଶ୍ରମିକ ହେଲେ ସାରୁପାଳ ଅଞ୍ଚଳର ମନୋରଞ୍ଜନ ବାରିକ ଓରଫ ଦିପୁ।ତାଙ୍କୁ କାରଖାନା କତ୍ତୃପକ୍ଷ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ ନିର୍ଦେଶ ଦେଇଥିବା ବେଳେ ଆହତଙ୍କ ସ୍ୱାସ୍ଥ୍ୟ ଅଵସ୍ଥା ବୁଝିଥିଲେ।ଏପରିକି ହସ୍ପିଟାଲ କତ୍ତୃପକ୍ଷ ଙ୍କୁ ମଧ୍ୟ କିଭଳି ଉନ୍ନତ ମାନର ଚିକିତ୍ସା ପାଇବ ଏନେଇ ଦିଲ୍ଲୀରୁ ଥାଇ ଆଲୋଚନା କରିଥିବାର ସୂଚନା ମିଳିଛି।

Post a Comment

Previous Post Next Post
Header ADS