Header ADS

ଆସନ୍ତାକାଲି କାର୍ତ୍ତିକପୂର୍ଣ୍ଣିମା

 ଆସନ୍ତାକାଲି କାର୍ତ୍ତିକପୂର୍ଣ୍ଣିମା :

ସୁନାବେଶରେ ସଜ୍ଜିତ ହେବେ ଶ୍ରୀଜିଉ :



ଓଡ଼ିଶା ଆଦର୍ଶ ବ୍ୟୁରୋ: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁଙ୍କ ସୁନାବେଶ । ତେଣୁ ଏବେଠୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଲାଣି । ଏହି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀଜିଉ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦର୍ଶନ ଦେବେ। ଭକ୍ତ ବି ଚର୍ମ ଚକ୍ଷୁ ରେ ମହାପ୍ରଭୁ ଙ୍କ ସୁନା ବେଶ ଦେଖି ଧନ୍ୟ ମଣିବେ। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ଶ୍ରୀ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । 

Post a Comment

Previous Post Next Post
Header ADS