ମୋଟର ଯାନ ଆଇନରେ ସଂଶୋଧନ: ୧୬ବର୍ଷରୁ ଅଧିକ ବୟସ୍କ ନାବାଳକ ଚଳାଇପାରିବେ ଇ-ସ୍କୁଟର
ଓଡ଼ିଶା ଆଦର୍ଶ ବ୍ୟୁରୋ :- ଏଣିକି ନାବାଳକ ନିର୍ଦ୍ୱନ୍ଦ୍ୱରେ ଚଲାଇପାରିବେ ଗାଡ଼ି । ଆଉ ପୁଲିସ ହାବୁଡ଼ରେ ପଡ଼ିଲେ ଗଣିବାକୁ ପଡ଼ିବନି ତଣ୍ଡ। ଖୁବଶୀଘ୍ର ମୋଟର ଯାନ ଆଇନରେ ସଂଶୋଧନ ଆଣିବା ପାଇଁ ଯାଉଛନ୍ତି କେନ୍ଦ୍ର ସରକାର । ଆଇନ ସଂଶୋଧନ ହେଲେ ୧୬ ବର୍ଷରୁ ଅଧିକ ବୟସ୍କର ନାବାଳକ ଓ ନାବାଳିକା ଚଲାଇପାରିବେ ଇ-ସ୍କୁଟର । ୫୦ ସି ସି କ୍ଷମତା ବିଶିଷ୍ଟ ଇଞ୍ଜିନର ଘଣ୍ଟାପ୍ରତି ବେଗ ୨୫ କି.ମି ରହିବା ନେଇ ସୂଚନା।
Post a Comment