Header ADS

ନୀଳଗିରି ରେ ଖୋଲିଲା ଲା ମୋମୋ ସେକ୍।

 ନୀଳଗିରି ରେ ଖୋଲିଲା ଲା ମୋମୋ ସେକ୍।



ନୀଳଗିରି,୧୫/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ରେ ବଜାରରେ ଖୋଲିଲା 'ଲା ମୋମୋ ସାକ୍' । ଆଧୁନିକ ଯୁଗରେ ଯୁବପିଢି ମାନଙ୍କ ସ୍ଵାଦ ର ଚାହିଦା କୁ ଆଖି ଆଗରେ ରଖି ନୀଳଗିରି ଅଞ୍ଚଳର ଅର୍ଧେନ୍ଦୁ ଶେଖର ରାଜପୁତ ନାମକ ଯୁବକ ଏହି ମୋମା ବ୍ୟବସାୟ ଆରମ୍ଭ କରିଛନ୍ତି। ସଂଧ୍ୟାରେ ନୀଳଗିରି ଅଞ୍ଚଳର ବହୁ ଗ୍ରାହକ ଉକ୍ତ ମୋମୋ ଦୋକାନରେ ଭିଡ ଜମାଉଛନ୍ତି। 

ତେବେ ଏହି ବ୍ୟବସାୟ ଆରମ୍ଭରୁ ରାଜପୁତ ବହୁତ ଭଲ ବ୍ୟବସାୟ କରିବା ସହିତ ଆଗକୁ ବିଭିନ୍ନ ପ୍ରକାରର ମୋମୋ ଗ୍ରାହକ ଙ୍କ ପାଇଁ ପ୍ରସ୍ତୁତ କରିବେ ବୋଲି କହିଛନ୍ତି। ତେବେ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟ ରାସ୍ତା ସମ୍ମୁଖରେ ଏହି 'ଲା ମୋମୋ ସେକ୍'  ଦୋକାନ ଟି ଖୋଲିଥିବା ବେଳେ ପନିର ମୋମୋ ପ୍ଲେଟ ୬୦ ଟଙ୍କା ଏବଂ ଭେଜ ମୋମୋ ପ୍ଲେଟ ୫୦ ଟଙ୍କାରେ ମିଳୁଛି। ତେବେ ଏହି ଦୋକାନରେ ମୋମୋ ଅତି ସୁନ୍ଦର ଭାବରେ ମିଳୁ ଥିବାରୁ ଗ୍ରାହକ ମାନଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଦେଖିବାକୁ ଗଲେ ଉକ୍ତ ମୋମୋ ଦୋକାନ ପଛ ପଟରେ 'ଦ ଫେଶନ ଜନ୍' ନାମକ ଅର୍ଧେନ୍ଦୁ ଶେଖର ରାଜପୁତ ଙ୍କ ଏକ ଲୁଗା ଦୋକାନ ମଧ୍ୟ ରହିଛି।


Post a Comment

Previous Post Next Post
Header ADS