ଓଡ଼ିଶା ଆଦର୍ଶ ବ୍ୟୁରୋ , ୩୦/୭ କେନ୍ଦୁଝର ଜିଲ୍ଲା ହାଟଡିହ ବ୍ଲକ ଆକୁରୀ ଗ୍ରାମରେ ଘଟିଛି ଅଘଟଣ । ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଶିଶୁ ମାନେ ଖେଳୁଥିବା ବେଳେ ଅସାବଧାନତା ହେତୁ ପୋଖରୀରେ ପଡ଼ିଯାଇଥିଲେ ସେମାନଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଘଟଣା ରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଥିବା ବେଳେ ଘଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ।

إرسال تعليق