Header ADS

ଜାନୁୟାରୀ ୬ ରେ ନୀଳଗିରି ଗସ୍ତ କରିବେ ପଣ୍ଡିଆନ।

 




ନୀଳଗିରି, ୩/୧  ( ଓଡ଼ିଶା ଆଦର୍ଶ ) :- ଓଡିଶାର ବିଶ୍ଵକର୍ମା କୁହାଯାଉଥିବା କାର୍ତ୍ତିକ ପାଣ୍ଡିଧାନ ଆସନ୍ତା ୬ ତାରିଖରେ ନୀଳଗିରି ଆସୁଛନ୍ତି ଏନେଇ ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆ ଙ୍କ ନେତୃତ୍ଵରେ ନୀଳଗିରି ବିଜେଡି କାର୍ଯ୍ୟାଳୟର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଏନ ଏ ସି ଅଧ୍ୟକ୍ଷା ଆମ୍ବିକା ଦାସ ବ୍ଲକ ଅଧକ୍ଷା ଶୁଭଲକ୍ଷ୍ମୀ ମାଝୀ ଜିଲ୍ଲାପରିଷଦ ରଞ୍ଜିତା ସିଂ ଗତିକୃଷ୍ଣ ନନ୍ଦ ସୁବର୍ଣ୍ଣ। ସିଂ  ଏସସି ସେଲ ସଭାପତି ଶରତ ଦାସ ବରିଷ୍ଠ ନେତା ଶିଶିର ରାଉତ ଔପଦା ପ୍ରଭାରୀ ଅମର ପଟ୍ଟନାୟକ  ରବି ନାୟକ ୧ନଂ ଜୋନ ପ୍ରଭାରି ମଙ୍ଗ ମହାନ୍ତି ଓ ଅନ୍ୟାନ ବରିଷ୍ଠ କର୍ମୀମାନେ ଉପସ୍ଥିତ  ଥିଲେ। ଗତ ଅଗଷ୍ଟ ମାସରେ ପାଣ୍ଡିଆନ ଯେଉଁ ୫୦ କୋଟି ଟଙ୍କା ନୀଳଗିରୀର ଉନ୍ନତି ପାଇଁ ମଞ୍ଜୁର କରିଥିଲେ ତାହାର ସମୀକ୍ଷା କରିବେ ଏବଂ ଏନ ଏ ସି ସି ର କିପରି ଅଧିକ ବିକାଶ ହେବ  ସେଥିପାଇଁ ଆଲୋଚନା କରାଯିବ ନେ଼ଇ ବୋଲି ବ୍ରରିଷ୍ଠ ନେତା ସନ୍ତୋଷ ଖଟୁଆ ପ୍ରକାଶ କରିଥିଲେ।

Post a Comment

Previous Post Next Post
Header ADS