ସବୁଠି ଖୁସି । ସବୁଠି ଉତ୍ସାହ । ୨୦୨୩କୁ ବିଦାୟ ଦେଇ ସମସ୍ତେ କରୁଛନ୍ତି ୨୦୨୪କୁ ସ୍ୱାଗତ । ଆଉ ସବୁଠି ଶୁଭୁଛି ଆତସବାଜିର ଶବ୍ଦ । ବିଦାୟ ନେଇଛି ୨୦୨୩, ଆସିଛି ୨୦୨୪ । ନବାଗତ ବର୍ଷର ଆଗମନରେ ବିଭୋର ବିଶ୍ୱବାସୀ । ଏହି ଖୁସିଭରା ନୂଆବର୍ଷରେ ସମସ୍ତ ଦର୍ଶକଙ୍କୁ ଓଡ଼ିଶା ଆଦର୍ଶ ଲାଇଭ ପରିବାର ଶୁଭକାମନା ଜଣାଉଛି । ୨୦୨୪ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ।
Post a Comment