ଓଡ଼ିଶା ଆଦର୍ଶ ଲାଇଭ ବ୍ୟୁରୋ :- ଭାରତ ନେଟ୍ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ୬.୪ ଲକ୍ଷ ଗ୍ରାମରେ ବ୍ରଡବ୍ୟାଣ୍ଡ ସଂଯୋଗ କରିଵାକୁ ଘୋଷଣା କରିଛନ୍ତିା ଏହି ଯୋଜନା ଅଧିନରେ ଗାଁର ପ୍ରତେକ ଘରେ ଇଣ୍ଟରନେଟ ଯୋଗାଇ ଦେଵାକୁ କେନ୍ଦ୍ର ଲକ୍ଷ୍ୟ ରଖିଛିା ଏହି ପ୍ରକଳ୍ପକୁ୧.୩୯ ଲକ୍ଷ କୋଟି ଟଙ୍କାର କ୍ୟାଵିନେଟ ମଜୁରି ମିଳିଛିା
ପ୍ରଥମ ପର୍ଯାୟରେ ୧.୯୪ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ସହ ଯୋଡିଵାକୁ ଲକ୍ଷ ରଖାଯାଇଥିଵାଵେଳେ ଵାକି ଗାଁ ଗୁଡିକୁ ଆଗାମୀ ଅଢେଇ ଵର୍ଷ ମଧ୍ୟରେ ବ୍ରଡବ୍ୟାଣ୍ଡ ସହ ସଂଯୋଗ କରିଵାକୁ ଲକ୍ଷ୍ୟ ରଖାଯାଇଛିା ଭାରତ ସଞ୍ଚାର ନିଗମ ଲିମିଟେଡ ଏଵଂ ଗ୍ରାମୀଣ ଉଦ୍ୟୋଗୀଙ୍କ ସହଭାଗିତାରେ ଏହି ଯୋଜନାକୁ ସଫଳ କରିଵାକୁ ଲକ୍ଷ୍ୟ ରଖାଯାଇଥିଵା ଵେଳେ ୩ ହଜାର ୫୦୦ ଗ୍ରାମୀଣ ଉଦ୍ୟୋଗୀ ଏହା ଯୋଜନା ମାଧ୍ୟମରେ ଉପକୃତ ହେଵୋ ପ୍ରାରମ୍ଭିକ ପର୍ଯ୍ୟାୟରେ ମାସିକ ୩୯୯ ଟଙ୍କାରେ ଇଣ୍ଟରନେଟ ଯୋଗାଇ ଦିଆଯିଵାକୁ ଘୋଷଣା କରାଯାଇଛିା ଏହି ଯୋଜନା ମାଧ୍ୟମରେ ଆଗାମୀ ଦିନରେ ଅଢେଇଲକ୍ଷରୁ ଅଧିକ ଚାକିରି ସୃଷ୍ଟି ହେଵ ଵୋଲି ଆକଳନ ହେଉଛିା
Post a Comment