Header ADS

ଗାଁ ରେ ପଶିଲା ଶାଳିଆ ପତନି, ଉଦ୍ଧାର କଲା ବନବିଭାଗ।

 


ନୀଳଗିରି, ୧୪/୦୭ - ବାଲେଶ୍ଵର ଜିଲ୍ଲା ନୀଳଗିରିସ୍ଥିତ କୁଳଡ଼ିହା ଅଭୟାରଣ୍ୟରୁ ଏକ ବିରଳ ଶାଳିଆ ପତନି ଖସି ଆସି ଜଡିଦା ପଞ୍ଚାୟତ  ଅଧୀନ ପାତ୍ରସାହିର  ହରିହର ପାତ୍ରଙ୍କ ଘର ଭିତରେ ଭୟଭୀତ ଅବସ୍ଥାରେ ବସିରହିଥିଲା। ଖବର ପାଇ ନୀଳଗିରି ର ଗୟାଧର ବେହେରା ଏବଂ କୁଲଡିହା  ବନବିଭାଗ କର୍ମଚାରୀମାନେ ପାତ୍ରସାହି ଠାରେ ପହଞ୍ଚି ଶାଳିଆ ପତନି କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି। ତେବେ ଏହି ଶାଳିଆ ପତନି କୁ କେହି ଶିକାରୀ ମାରିବା ପାଇଁ ଗଡାଇବାରୁ ସେ ଗାଁ ମଧ୍ୟକୁ ପ୍ରବେଶ କରିଥିବା ନେଇ ଚର୍ଚ୍ଚା ହେଉଛି।

Post a Comment

Previous Post Next Post
Header ADS