Header ADS

ଦାସ ସାହି ଠାରେ ହେବ ନୂତନ ହନୁମାନ ମନ୍ଦିର। ଆଜି ଦିଆଗଲା ଶୁଭ।


ନୀଳଗିରି ୨୭/୦୪ :- 
ଆଜି ସକାଳ ବ୍ରହ୍ମମୁହୂର୍ତ୍ତରେ ନୀଳଗିରି ବିଜ୍ଞାପିତଅଞ୍ଚଳ ପରିଷଦ ଅନ୍ତର୍ଗତ ୭ ନମ୍ବର ୱାର୍ଡ ଦାସ ସାହି ଠାରେ ଏକ ନୂତନ ହନୁମାନ ମନ୍ଦିର ନିର୍ମାଣ ପାଈଁ ଶୁଭ ଦିଆଯାଇଛି।

ସୂଚନା ଅନୁଯାୟୀ ଏହି ଦାସ ସାହି ଅଞ୍ଚଳରେ ବହୁ ବର୍ଷ ପୁର୍ବରୁ ପ୍ରଭୁ ଶ୍ରୀରାମ ଙ୍କ ପ୍ରିୟ ଭକ୍ତ ଶ୍ରୀ ଶ୍ରୀ ହନୁମାନ ପୁଜା ପାଇଆସୁଛନ୍ତି। ତେବେ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଉକ୍ତ ମନ୍ଦୀର ଟି ଛୋଟ ହୋଇଥିବାରୁ ଭକ୍ତ ମାନେ ଏକତ୍ରିତ ହୋଇ ହନୁମାନ ମନ୍ଦୀର କୁ ବଡ଼ ଧରଣ ରେ ବାନାଇବା ପାଇଁ ପ୍ରୟାସ କରି ଆଜି ନୂତନ ହନୁମାନ ମନ୍ଦିର ନିର୍ମାଣ ପାଈଁ ଶୁଭ ଦିଆଯାଇଛି। ତେବେ ଏହି ହନୁମାନ ମନ୍ଦିର ଶୁଭ ଦେବା ଅବସରରେ NAC ଅଧ୍ୟକ୍ଷା ଅମ୍ବିକା ଦାସ, ନୀଳଗିରି ବ୍ଲକ୍ ଜାତି ସଭାପତି ଶରତ ଦାସ ଙ୍କ ସମେତ ଦାସ ସାହି ଅଞ୍ଚଳର ଲୋକେ ଏକତ୍ରିତ ହୋଇ ସାହାଯ୍ୟ ସହଯୋଗ କରିଥିଲେ।

Post a Comment

أحدث أقدم
Header ADS