Header ADS

ମାନବିକତା ଦେଖାଇଲେ ଶୁଭେନ୍ଦୁ ଦାସ ମଙ୍ଗରାଜ

 

ନୀଳଗିରି ୦୨/୦୩/୨୩ :- ମାନବିକତା ଦେଖାଇଲେ ଶୁଭେନ୍ଦୁ ଦାସ ମଙ୍ଗରାଜ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ମାଟିଆଳୀ ପଞ୍ଚାୟତ ର ବରପଦା ଗ୍ରାମ ର ଶ୍ୟାମ ସିଂ ଙ୍କ ଘରେ ନିଆଁ ଲାଗି ସମ୍ପୂର୍ଣ ଜଳିଯାଇଛି।
ଏହି ଖବର ଶୁଣି ବିଜେଡ଼ି ଯୁବ ରାଜ୍ୟ କାର୍ଯ୍ୟକାରି ସଭାପତି  ଶୁଭେନ୍ଦୁ ଦାସ ମଙ୍ଗରାଜ ତୁରନ୍ତ ଅଗ୍ନି ବିପନ୍ନ ଙ୍କ ପାଖରେ ପହଞ୍ଚି ତାଙ୍କୁ ରହିବା ପାଇଁ ଏକ ତମ୍ବୁ , ଚାଦର ଏବଂ ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ପିଲାମାନଙ୍କ ପଢ଼ିବା ପାଇଁ ସମସ୍ତ ବହି ଖାତା ଯୋଗାଇ ଦେଇଥିଲେ ସହିତ ଯଥାଶୀଘ୍ର ସରକାରୀ  ସ୍ତରରେ ସାହାଯ୍ୟ ଯୋଗାଇ ଦେବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Post a Comment

Previous Post Next Post
Header ADS