Header ADS

ଆଲକରେ ସଜେଇ ହେଲା ବିଜୁ ବାବୁଙ୍କୁ ପ୍ରତିମୂର୍ତ୍ତି ସ୍ଥଳ

ନୀଳଗିରି ୦୪/୦୩/୨୩ :- ରାତି ପାହିଲେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତି। ଆଉ ଏହି ବିଜୁ ବାବୁଙ୍କ ଜୟନ୍ତୀ ଉପଲକ୍ଷେ ଆଜିଠାରୁ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବାଇପାସ୍ ଠାରେ ନୀଳଗିରି ବ୍ଲକ ସଭାପତି ବିଜୟ ଲେଙ୍କା ଙ୍କ ନେତୃତ୍ଵ ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି କୁ ସଫେଇ କରିବା ସହ ସୁନ୍ଦର ଆଲୋକି କରଣ ର ବ୍ୟବସ୍ଥା କରାଯାଇଛି।
ରାଜ୍ୟ ବିଜୁ ଯୁବଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଶୁଭେନ୍ଦୁ ଦାସ ମଙ୍ଗରାଜ ଓ ନୀଳଗିରି NAC ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜସେବୀ ଶରତ ଦାସ ଓ ସ୍ଥାନୀୟ କାଉନସିଲର ଉପସ୍ଥିତ ରହି  କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

Post a Comment

Previous Post Next Post
Header ADS