Header ADS

ଓଡିଶା ସରକାର ମିଶନ ଶକ୍ତି ତତଫରୁ ନିଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

 

ନୀଳଗିରି ୦୨/୦୩/୨୩ :- ବାଲେଶ୍ଵର ଜିଲ୍ଲା ନୀଳଗିରି NAC ପକ୍ଷରୁ ନିଳଗିରି କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଦିନ ଆହାର ସାଥୀ, ସ୍ୱଚ୍ଛ ସାଥୀ, ଜଳ ସାଥୀ ଏବଂ ସ୍ୱଚ୍ଛ କର୍ମୀ ମାନଙ୍କୁ ମିଶନ ଶକ୍ତି ତତଫରୁ ୪୪ଜଣ କୁ ସାଇକେଲ ବଣ୍ଟନ କରଯାଇଛି।
ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ଵର ଠାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଟିଭି ମଧ୍ୟମରେ  ଦେଖିଥିଲେ।ଏହି ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, NAC ଅଧ୍ୟକ୍ଷା ଅମ୍ବିକା ଦାସ,ଉପାଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, NAC ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ ଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ,ତେବେ NAC ର ବିଭିନ୍ନ ସଂସ୍ଥା ର ସାଥି ଓ କର୍ମୀ ମାନେ ଏହି ସାଇକେଲ ପାଇ ବହୁତ ଖୁସି ଥିବା ଦେଖିବାକୁ ମିଳିଛି।



Post a Comment

Previous Post Next Post
Header ADS