Header ADS

ସାଧାରଣତନ୍ତ୍ର ଦିବସ ପାଳନ କଲେ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଡ୍ରାଇଭର ସଙ୍ଘ,

 


ନୀଳଗିରି - ୨୬/୦୧/୨୩ :- ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ରାଜ୍ୟରେ ସମସ୍ତ ବ୍ଲକ୍ ଏବଂ NAC ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଡ୍ରାଇଭର ସଙ୍ଘ ତରଫରୁ ନୀଳଗିରି pwd ଅଫିସ ପାଖ ଅଟୋ ଷ୍ଟାଣ୍ଡ ରେ ଆଡମ୍ବର ସହକାରେ ପାଳନ କରିଛନ୍ତି।

ଏହି ଜାତିୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ନୀଳଗିରି NAC Admin  କରୁଣାକର ବେହେରା, ଜିଲ୍ଲା ସଂପାଦକ ହରିହର ଘଡେ଼ଇ, ବ୍ଲକ Admin ବଦ୍ରିନାରାୟଣ ମଲ୍ଲିକ ଓ ଯୋଗେଶ ବାଗ , ସଦସ୍ୟ ଶ୍ରୀନାଥ ଦାସ, ହରିହର ମାଣ, ଦେବେନ୍ଦ୍ର ନାୟକ, ଭଗବାନ ମାଣ, ମନୋରଞ୍ଜନ ଗୋଚ୍ଛାୟତ, କୁଆଁର ବେଶ୍ରା, କପିଳ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS