Header ADS

ନୀଳଗିରି ଅଞ୍ଚଳର ସୁନାମ ଆଣିଛନ୍ତି ରଶ୍ମିରଞ୍ଜନ ବେହେରା

 


ନୀଳଗିରି / ୧୧/୦୧/୨୩ :-  କଲିକତା ଅଲା ମୋହନ ଦାସ୍ ସ୍ପୋର୍ଟ ଇନ୍ଦୋର ଷ୍ଟାଡିୟମ୍ ଠାରେ ଖେଲ ଇଣ୍ଡିଆ ଖେଲ କରାଟେ ଚମ୍ପିୟାନସିପ ୨୦୨୩ ରେ ରଶ୍ମିରଞ୍ଜନ ତୃତୀୟ ସ୍ଥାନ ହାସଲ କରି ବ୍ରଞ୍ଚ ମେଡାଲ ହାସଲ କରିଛନ୍ତି। ତେବେ ଅନସାରୀ କରାଟେ ଏକାଡେମୀ ତରଫରୁ ରଶ୍ମିରଞ୍ଜନ ବେହେରା ଙ୍କୁ ମେଡାଲ ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଛି।
ନିଳଗିରି ବାଲିଗୋହିରି ଅଞ୍ଚଳର ନବ କୁମାର ବେହେରା ଏବଂ ଚିନ୍ମୟୀ ମହାନ୍ତିଙ୍କ ପୁଅ ରଶ୍ମିରଞ୍ଜନ ବେହେରା ଙ୍କ ଲୁକାୟିତ ପ୍ରତିଭା ଓ ବିଜୟ ସମଗ୍ର ନିଳଗିରି ଅଞ୍ଚଳ ପାଇଁ ଏକ ଗର୍ବ ଓ ଗୌରବ ବିଷୟ ପାଲଟିଛି।

ତେବେ ଆଗାମୀ ଦିନରେ ରଶ୍ମି ରଞ୍ଜନ ବେହେରା ଓଡିଶା ର ନାମ କୁ  ଖେଳ ମଧ୍ୟମରେ ବିଶ୍ବ ଦରବାର ରେ ପହଞ୍ଚାଇବା ସହିତ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି।



Post a Comment

أحدث أقدم
Header ADS