ଭୁବନେଶ୍ଵର ୨୯/୦୧/୨୩-ବ୍ରଜରାଜନଗର କୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହେଲେ ଗନ୍ଧିଛକ ଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଜଣେ ପୋଲିସ ସୁରକ୍ଷା କର୍ମୀ ମନ୍ତ୍ରୀ ନବ ଦାସ ଙ୍କ ଛାତିକୁ ଗୁଳି କରିଥିଲେ।
ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।
ତେବେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ପୋଲିସ ସୁରକ୍ଷା କର୍ମଚାରୀ ଗୁଳି କରିଥିବା ନେଇ ସ୍ପଷ୍ଟ କଲେ ଏସଡିପିଓ ।
ତେବେ ଗୁଳି ମାରିବା ର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାକୁ ଗୁରୁତ୍ୱ ଭାବେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଏସଡିପିଓ।
Post a Comment