Header ADS

ହକି ଖେଳ ପାଇଁ ମିଳିଲା ଟିକଟ

 

ନୀଳଗିରି/୧୦/୦୧/୨୩ :-   ଓଡ଼ିଶା ରେ ବିଶ୍ଵ ପୁରୁଷ ହକି ଖେଳ ଅନୁଷ୍ଠିତ ହେବାକୁ ଯାଉଛି ଆଉ ଏହି ହକି ଖେଳ ପାଇଁ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ଲୋକଙ୍କୁ ହକି ଖେଳ ଦେଖିବାକୁ ଅନୁରୋଧ କରିଥିବା ବେଳେ ଆଜି ନିଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଅମ୍ବିକା ଦାସ, ଉପାଦକ୍ଷ ମହେନ୍ଦ୍ର ନାଥ ବେହେରା ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବସିନ୍ଧେ ଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କ ଠାରୁ ହକି ଖେଳ ଟିକେଟ ଗ୍ରହଣ କରିଛନ୍ତି।
ହକି ଖେଳ ରେ ଟିମ୍ ଇଣ୍ଡିଆ ଜିତିବ ବୋଲି କହିଛନ୍ତି ଅଧ୍ୟକ୍ଷା ଅମ୍ବିକା ଦାସ।

Post a Comment

Previous Post Next Post
Header ADS