Header ADS

ତାପସ ମହାନ୍ତି ହେଲେ ଭାରତୀୟ ଜନତା କୃଷକ ମୋର୍ଚ୍ଚା ର ବାଲେଶ୍ଵର ଜିଲ୍ଲା ସଭାପତି

ତାପସ ମହାନ୍ତି ହେଲେ ଭାରତୀୟ  ଜନତା କୃଷକ ମୋର୍ଚ୍ଚା ର ବାଲେଶ୍ଵର ଜିଲ୍ଲା ସଭାପତି 



ନୀଳଗିରି,୧୯/୩(ଓଡ଼ିଶା ଆଦର୍ଶ):ଭାରତୀୟ ଜନତା କୃଷକ ମୋର୍ଚ୍ଚା ର ବାଲେଶ୍ଵର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେଲେ ନୀଳଗିରିର ଯୁବ ନେତା ତାପସ କୁମାର ମହାନ୍ତି। ତାପସ ଙ୍କୁ ଏହି ଦାୟିତ୍ବ ମିଳିବା ପରେ ଜିଲ୍ଲା ସଭାପତି ଈଶ୍ୱର ବେହେରା ଙ୍କ ସମେତ ସମସ୍ତ ଦଳୀୟ ନେତୃତ୍ୱ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ତାପସ କୁମାର ମହାନ୍ତି। ତେବେ ଆଗମୀ ଦିନରେ କୃଷକ ମାନଙ୍କ ପାଇଁ ଏହି ସେବା ସମର୍ପିତ ମନୋଭାବ ରହିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି।

Post a Comment

Previous Post Next Post
Header ADS